ପଶ୍ଚିମବଙ୍ଗ ଲୋକଙ୍କୁ ଖଣ୍ଡେ କାଗଜ ଦେଖାଇ ଭୁଁଆ ବୁଲାଉଛନ୍ତି ମମତା ଦିଦି: ଶାହା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ପକ୍ଷରୁ ହାଓଡାରେ ଆଜି ଏକ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ରାଲିରେ ଶାହା କହିଛନ୍ତି ଯେ ମମତା ବାନାର୍ଜୀ ପଶ୍ଚିମବଙ୍ଗଙ୍କୁ ଆଗକୁ ନେବା ବଦଳରେ ପଛକୁ ନେଇଯାଇଛନ୍ତି। ଶାହା ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗରେ ଯଦି ବିଜେପି ସରକାର ଗଠନ କରିବ ତେବେ କ୍ୟାବିନେଟର ପ୍ରଥମ … Continue reading ପଶ୍ଚିମବଙ୍ଗ ଲୋକଙ୍କୁ ଖଣ୍ଡେ କାଗଜ ଦେଖାଇ ଭୁଁଆ ବୁଲାଉଛନ୍ତି ମମତା ଦିଦି: ଶାହା